ମଧ୍ୟପ୍ରଦେଶରେ ଭାସିଗଲା କାର୍, ୭ ଓଡ଼ିଆ ପର୍ଯ୍ୟଟକ ମୃତ I ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ସୂଚନା I ଗୋଟିଏ ପରିବାରର ପୁଅ, ନାତି, ନାତୁଣୀ ଅଘଟଣରେ ମୃତ-ଝିଅ, ଜ୍ବାଇଁ, ନାତୁଣୀ ମୃତ, ଆଉ ଜଣେ ଅବିବାହିତ ଝିଅ ମଧ୍ୟ ମୃତ-ଅବିବାହିତ ଝିଅଙ୍କର ଆଉ କିଛି ଦିନ ପରେ ହୋଇଥାନ୍ତା I ରିଙ୍ଗ୍ ସେରିମନି-ପରିବାର ସଦସ୍ୟ, ବନ୍ଧୁବାନ୍ଧବ ବାହାରକୁ ବୁଲି ଯାଇଥିଲା ବେଳେ ଅଘଟଣ I ଅଗର ମାଲୱା ଜିଲ୍ଲାର ନଲଖେଡ଼ାର ଏକ ଝରଣାରେ ଭାସିଗଲେ I ଉଜ୍ଜୟିନୀରୁ ବଗଳାମୁଖି ମନ୍ଦିର ଦର୍ଶନ ପାଇଁ କାର୍ ଯୋଗେ ଯାଉଥିଲେ I ଝରଣାରେ ବଢ଼ି ପାଣି ପାର୍ ପାଇଁ ଡ୍ରାଇଭରଙ୍କ ଦୁଃସାହସରୁ ଅଘଟଣ ସୂଚନା I
ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ମୃତ





