କଲିକତା, 05/05 : ‘ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍ରେ ଭୋଟ୍ ଚୋରି କରି ଜିତିଛି’ଭାରତ ସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି: ମମତାଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି: ମମତାଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନିମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ
ଭୋଟ୍ ଚୋରି ହୋଇଛି ଇସ୍ତଫା ଦେବିନି ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ





