ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡ଼େଙ୍ଗାଉସ୍ତା ଛକ ଠାରେ ଜିଲ୍ଲା ସଭାପତି ଶ୍ରୀ Bijay Kumar Swain ଭାଇ ଙ୍କ ଉପସ୍ଥିତ ରେ ବିଜୟ ଉତ୍ସବ ପାଳନ କଲୁ ଅଙ୍ଗ ବଙ୍ଗ କଳିଙ୍ଗ ର ସ୍ୱପ୍ନ ଆଜି ବିଜେପି ର ପୂରଣ ହେବା ସହ ନିର୍ବାଚନ ହେଉଥିବା ୫ରାଜ୍ୟରୁ ୩ଟି ରାଜ୍ୟରେ ବିଜେପିର ଯେଉଁ ବମ୍ପର ବିଜୟ ହୋଇଛି ଯାହା ବିଜେପି ଓ ବିଜେପିର ନେତୃତ୍ୱ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି।
ଡ଼େଙ୍ଗାଉସ୍ତା ଛକ ଠାରେ ଜିଲ୍ଲା ସଭାପତି ଶ୍ରୀ Bijay Kumar Swain ଭାଇ ଙ୍କ ଉପସ୍ଥିତ ରେ ବିଜେପି ର ବିଜୟ ଉତ୍ସବ ପାଳନ





