ବ୍ରହ୍ମପୁର : ସ୍ଥାନୀୟ ଷ୍ଟେସନ ରୋଡ ନେହୁରୁ ପାର୍କ ନିକଟ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସଭାପତି ସରୋଜ ସାବତ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଙ୍କ ସମେତ ଜିଲ୍ଲା ର ସମସ୍ତ ବିଧାୟକ ଙ୍କ ଅନୁମୋଦନ କ୍ରମେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୂର୍ଯ୍ୟ ନାରାୟଣ ଦାସ କୃଷକ ମୋର୍ଚ୍ଚାର ଜିଲ୍ଲା କମିଟି ନାମ ଘୋଷଣା କରିଥିଲେ ।ଏଥିରେ ୬ ଜଣ ଉପସଭାପତି ଯଥା ପ୍ରଦୀପ କୁମାର ପଟ୍ଟନାୟକ,ରଘୁନାଥ ସାହୁ, ଅହିଂଶା ସାହୁ,ଅଜିତ ପ୍ରଧାନ ରଜତ କୁମାର ପଣ୍ଡିତ ଓ ଇନ୍ଦିରାମଣି ପଟ୍ଟନାୟକ, ୨ ଜଣ ସାଧାରଣ ସମ୍ପାଦକ-ବିଜୟ କୁମାର ମୁଦୁଲି ଓ ବଦ୍ରିନାଥ ସାବତ, ୬ ଜଣସମ୍ପାଦକ ରଘୁନାଥସମନ୍ତରା,ଅରବିନ୍ଦ ମଣ୍ଡଳ,ତ୍ରିନାଥ ମହାପାତ୍ର, ପ୍ରଫୁଲ କୁମାରସାହୁ,ଲକ୍ଷ୍ମୀ ବେହେରା ଓ ଚନ୍ଦନମହାରଣା ଜଣେ କୋଷାଦକ୍ଷ ଅଶ୍ବିନୀରଥ ଜିଲ୍ଲା ଗଣମାଧ୍ୟ୍ୟମ ପ୍ରମୁଖ ନିମାଇଁ ଚରଣ ପଣ୍ଡା,ଜିଲ୍ଲା ସାମାଜିକ ଗଣମାଧ୍ୟ୍ୟମ ପ୍ରମୁଖ ସୁରେଶ ତ୍ରିପାଠୀ ଓ ୧୬ ଜଣ କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ପଣ୍ଡା, ତ୍ରିଲୋଚନ ସାହୁ, ସାଗର ପାତ୍ର, ସମ୍ମିତ ମିଶ୍ର, ରଞ୍ଜିତ ପ୍ରଧାନ, କେଦାର ମହାନ୍ତି, ବିନୋଦ ସିଂ , ହେମନ୍ତ ପାତ୍ର, ବିନନ୍ଦ ସିହା, ପି ରଘୁନାଥ ରେଡ୍ଡୀ, ଦୁର୍ଲଭ ବେହେରା, ଦୂର୍ଗା ଖୁଣ୍ଟିଆ, କାନକାୟା ରେଡ୍ଡୀ, ସଞ୍ଜୟ ପାତ୍ର, କିଶୋରୁ ମାଳୀ, ବାସୁଦେବ ମାଳୀ, ମୁର୍ଭୁଞ୍ଜୟ ପଣ୍ଡା, ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଅରବିନ୍ଦ ମଣ୍ଡଳ,ବିଶ୍ବଦେବ, ବାଶୁଦେବ ସାଉକାର ଓ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତିରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପଟତି ସୂର୍ଯ୍ୟ ନାରାୟଣ ଦାସ ନାମ ଘୋଷଣା କରିଥିଲେ । ଏଥିରେ ଜିଲ୍ଲାର ବହୁ ବିଜେପିର ପଦାକାରୀ ଉପସ୍ଥିତ ଥିଲେ । ନିମଂତ୍ରିତ ଅତିଥି ମଧ୍ୟରେ ରାଜ୍ୟ ପ୍ରବକ୍ତା ଟି ଗୋପି,ମେୟର ପାର୍ଥୀନୀ ସବିତା ସୁଆର,ଦିଗପହଣ୍ଡି ଶ୍ରୀ ମା ଆଶ୍ରମ ର ଦେବଦତ୍ତ ମହାରାଜ, ବିଶ୍ୱଦେବ,ବିଧାୟକ ପ୍ରତିନିଧି ପ୍ରଦୀପ ନାୟକ,ବିଧାୟକ ଙ୍କ ପ୍ରତିନିଧି ଶିବ ପ୍ରସାଦ ଦାସ,ଜିଲ୍ଲା ପଦାଧିକାରୀ ମଧ୍ୟରେ,ପ୍ରଭାତ ଷଡ଼ଙ୍ଗୀ,ପ୍ରବୀର ପାତ୍ର,ସିଦ୍ଧାନ୍ତ ଗଙ୍ଗଦେୱ,ଗୌରୀ ସାମନ୍ତରାୟ,ବନମାଳୀ ସେଠି,ବାଳକୃଷ୍ଣ ସାମନ୍ତରାୟ,ଉପସ୍ଥିତ ରହି ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାସ ଙ୍କ ଜନ୍ମଦିନ ପାଳନ ଅବସରରେ ଦୀପ ପ୍ରଜ୍ୱଳନ କରି ମିଷ୍ଟାନ ବଣ୍ଟନ କରିବା ସହିତ କୃଷକ ମୋର୍ଚ୍ଚା ସଙ୍ଘଠନ କୁ ଗଞ୍ଜାମ ଜିଲ୍ଲା ରେ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବିଜେପି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ର କମିଟି ଗଠନ ଘୋଷଣା କଲେ : ଜିଲ୍ଲା ସଭାପତି





