ଜିଲ୍ଲା ଯୋଜନା କମିଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପୁଣି ଥରେ ନିଜ ପ୍ରତିଷ୍ଠା ବଜାୟ ରଖିଛି

Pradeep Kar

ଗଞ୍ଜାମ ଜିଲ୍ଲା ପରିଷଦ, । ମୋଟ ୧୩ଟି ଆସନ ମଧ୍ୟରୁ ୧୨ଟି ଆସନରେ ବିଜେଡି ପ୍ରାର୍ଥୀ ନିର୍ବିଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଅନିମା ପରିଡ଼ା – ଜିଲ୍ଲା ପରିଷଦ ଜୋନ୍-2, ଆସ୍କା, ସନ୍ତୋଷ କୁମାର ପାଢ଼ୀ – ଜିଲ୍ଲା ପରିଷଦ ଜୋନ୍-7, କବିସୂର୍ଯ୍ୟନଗର, ଭାରତୀ ନାୟକ – ଜିଲ୍ଲା ପରିଷଦ ଜୋନ୍-10, ଡିଗପହଣ୍ଡି, ଚନ୍ଦନା କୁମାରୀ ସେଠୀ – ଜିଲ୍ଲା ପରିଷଦ ଜୋନ୍-12, ଖଲିକୋଟ ବିଧାନସଭା କ୍ଷେତ୍ର, ସମିତା ସ୍ୱାଇଁ – ଜିଲ୍ଲା ପରିଷଦ ଜୋନ୍-14, ଛତ୍ରପୁର, ଟୁକୁନା ଗୌଡ଼ – ଜିଲ୍ଲା ପରିଷଦ ଜୋନ୍-30, ସାନଖେମୁଣ୍ଡି ବିଧାନସଭା କ୍ଷେତ୍ର, ଯଶୋଦା ସବର – ଜିଲ୍ଲା ପରିଷଦ ଜୋନ୍-33, ଚିକିଟି, ଅଶୋକ କୁମାର ବିଷୋୟୀ – ଜିଲ୍ଲା ପରିଷଦ ଜୋନ୍-38, ପୋଲସରା, ପୂର୍ଣ୍ଣବାସୀ ନାୟକ – ଜିଲ୍ଲା ପରିଷଦ ଜୋନ୍-47, ସୋରଡ଼ା, ଦୀପକ କୁମାର ସାମନ୍ତ – ଜିଲ୍ଲା ପରିଷଦ ଜୋନ୍-54, ଗୋପାଳପୁର, ବାଇ ଗୀତାଞ୍ଜଳି – ଜିଲ୍ଲା ପରିଷଦ ଜୋନ୍-67, ହିଞ୍ଜିଳି ଏବଂ ଶିବ ସେଠୀ – ଜିଲ୍ଲା ପରିଷଦ ଜୋନ୍-22, ଭଞ୍ଜନଗର ଙ୍କୁ ଏହି ଐତିହାସିକ ବିଜୟ ପାଇଁ ଅନେକ ଅନେକ ଅଭିନ୍ଦନ ।

Also Read

Tags