ବ୍ରହ୍ମପୁର ୧/୫/୨୦୨୬ ।ସ୍ଥାନୀୟ ନୃସିଂହ ମନ୍ଦିର ସାହି ଠାରେ ପ୍ରତି ବର୍ଷ ଭଳି ଏହି ବର୍ଷ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଜୟନ୍ତୀ ପାଳିତ ହୋଇଅଛି।ମନ୍ଦିର ର ମୁଖ୍ୟ ପୂଜକ ଈଶ୍ୱର ଦାସ,ପୂଜା କମିଟି ର ସଭାପତି ବଦ୍ରି ନାୟକ,ତ୍ରିପତି ସୁବୁଦ୍ଧି,ତ୍ରିପତି ନାୟକ ମୁରଲୀ,ଲକ୍ଷ୍ମୀ ନାରାୟଣ ମହାପାତ୍ର,ଦେବ,ପ୍ରଭା,ସୂର୍ଯ୍ୟ ଦାସ,ଗିରିଜା,କୈଳାଶ,ରିଣ୍ଟୁ,ବାବୁଲ ଙ୍କ ଅଂଚଳ ବାସିନ୍ଦା ଶ୍ରୀ ନୃସିଂହ ମହାପ୍ରଭୁ ଙ୍କୁ ମନ୍ଦିର ବେଡା ପରିକ୍ରମା କରିବା ସହିତ ନୀଳଚକ୍ର ର ନୂତନ ବାନା ସ୍ଥାପନ କରାଯାଇଥିଲା ।ପ୍ରତେକ ସାହି ପରିକ୍ରମା କରିଥିଲେ ଅଂଚଳ ବାସୀ ମହାପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏହି ଅବସରରେ ସାଂକୃତିକ କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ଭାରତନୀଳା ନୃତ୍ୟ ପରିବେଷଣ କରାଯାଇଥିଲା ଭକ୍ତ ଙ୍କ ଭିଡ଼ ଶାନ୍ତି ଶୃଙ୍ଖଳା କୁ ନିମନ୍ତ୍ରଣ ପାଇଁ ପୋଲିସ ବାହିନୀ ନିୟୋଜିତ ଥିଲେ ଏହି ମନ୍ଦିର ବହୁ ପୁରାତନ ହେତୁ ହଜାର ହଜାର ଭକ୍ତ ପୂଜା ଅର୍ଚନା ଓ ଧୂପ ଆଳତି କରିବା ଦେଖିବାକୁ ମିଳିଥିଲା ମନ୍ଦିର ଯାତ୍ରା କମିଟି ର ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ ଯେ ମହାପ୍ରଭୁ ଙ୍କ ଜୟନ୍ତୀ ଉତ୍ସବ ଶାନ୍ତି ଶୃଙ୍ଖଳା ରେ ପାଳନ ହୋଇଥିଲା ।ତ ହୋଇଅଛି।ମନ୍ଦିର ର ମୁଖ୍ୟ ପୂଜକ ଈଶ୍ୱର ଦାସ,ପୂଜା କମିଟି ର ସଭାପତି ବଦ୍ରି ନାୟକ,ତ୍ରିପତି ସୁବୁଦ୍ଧି,ତ୍ରିପତି ନାୟକ ମୁରଲୀ,ଲକ୍ଷ୍ମୀ ନାରାୟଣ ମହାପାତ୍ର,ଦେବ,ପ୍ରଭା,ସୂର୍ଯ୍ୟ ଦାସ,ଗିରିଜା,କୈଳାଶ,ରିଣ୍ଟୁ,ବାବୁଲ ଙ୍କ ଅଂଚଳ ବାସିନ୍ଦା ଶ୍ରୀ ନୃସିଂହ ମହାପ୍ରଭୁ ଙ୍କୁ ମନ୍ଦିର ବେଡା ପରିକ୍ରମା କରିବା ସହିତ ନୀଳଚକ୍ର ର ନୂତନ ବାନା ସ୍ଥାପନ କରାଯାଇଥିଲା ।ପ୍ରତେକ ସାହି ପରିକ୍ରମା କରିଥିଲେ ଅଂଚଳ ବାସୀ ମହାପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲକ୍ଷ୍ମୀ ନୃସିଂହ ଜୟନ୍ତୀ ପାଳିତ ।ବ୍ରହ୍ମପୁର ୧/୫/୨୦୨୬ ।ସ୍ଥାନୀୟ ନୃସିଂହ ମନ୍ଦିର ସାହି ଠାରେ ପ୍ରତି ବର୍ଷ ଭଳି ଏହି ବର୍ଷ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଜୟନ୍ତୀ ପାଳିତ ହୋଇଅଛି।ମନ୍ଦିର ର ମୁଖ୍ୟ ପୂଜକ ଈଶ୍ୱର ଦାସ,ପୂଜା କମିଟି ର ସଭାପତି ବଦ୍ରି ନାୟକ,ତ୍ରିପତି ସୁବୁଦ୍ଧି,ତ୍ରିପତି ନାୟକ ମୁରଲୀ,ଲକ୍ଷ୍ମୀ ନାରାୟଣ ମହାପାତ୍ର,ଦେବ,ପ୍ରଭା,ସୂର୍ଯ୍ୟ ଦାସ,ଗିରିଜା,କୈଳାଶ,ରିଣ୍ଟୁ,ବାବୁଲ ଙ୍କ ଅଂଚଳ ବାସିନ୍ଦା ଶ୍ରୀ ନୃସିଂହ ମହାପ୍ରଭୁ ଙ୍କୁ ମନ୍ଦିର ବେଡା ପରିକ୍ରମା କରିବା ସହିତ ନୀଳଚକ୍ର ର ନୂତନ ବାନା ସ୍ଥାପନ କରାଯାଇଥିଲା ।ପ୍ରତେକ ସାହି ପରିକ୍ରମା କରିଥିଲେ ଅଂଚଳ ବାସୀ ମହାପ୍ରଭୁ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ଏହି ଅବସରରେ ସାଂକୃତିକ କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ଭାରତନୀଳା ନୃତ୍ୟ ପରିବେଷଣ କରାଯାଇଥିଲା ଭକ୍ତ ଙ୍କ ଭିଡ଼ ଶାନ୍ତି ଶୃଙ୍ଖଳା କୁ ନିମନ୍ତ୍ରଣ ପାଇଁ ପୋଲିସ ବାହିନୀ ନିୟୋଜିତ ଥିଲେ ଏହି ମନ୍ଦିର ବହୁ ପୁରାତନ ହେତୁ ହଜାର ହଜାର ଭକ୍ତ ପୂଜା ଅର୍ଚନା ଓ ଧୂପ ଆଳତି କରିବା ଦେଖିବାକୁ ମିଳିଥିଲା ମନ୍ଦିର ଯାତ୍ରା କମିଟି ର ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ ଯେ ମହାପ୍ରଭୁ ଙ୍କ ଜୟନ୍ତୀ ଉତ୍ସବ ଶାନ୍ତି ଶୃଙ୍ଖଳା ରେ ପାଳନ ହୋଇଥିଲା ।ରିଥିଲେ ଏହି ଅବସରରେ ସାଂକୃତିକ କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ଭାରତନୀଳା ନୃତ୍ୟ ପରିବେଷଣ କରାଯାଇଥିଲା ଭକ୍ତ ଙ୍କ ଭିଡ଼ ଶାନ୍ତି ଶୃଙ୍ଖଳା କୁ ନିମନ୍ତ୍ରଣ ପାଇଁ ପୋଲିସ ବାହିନୀ ନିୟୋଜିତ ଥିଲେ ଏହି ମନ୍ଦିର ବହୁ ପୁରାତନ ହେତୁ ହଜାର ହଜାର ଭକ୍ତ ପୂଜା ଅର୍ଚନା ଓ ଧୂପ ଆଳତି କରିବା ଦେଖିବାକୁ ମିଳିଥିଲା ମନ୍ଦିର ଯାତ୍ରା କମିଟି ର ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ ଯେ ମହାପ୍ରଭୁ ଙ୍କ ଜୟନ୍ତୀ ଉତ୍ସବ ଶାନ୍ତି ଶୃଙ୍ଖଳା ରେ ପାଳନ ହୋଇଥିଲା ।





