ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦୀର ର ମେଟ୍ରିକ ପରୀକ୍ଷାର୍ଥୀ ରୋଜାଲିନ କର ଶତକଡ଼ା ତେୟାନବେ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି

Pradeep Kar

ବ୍ରହ୍ମପୁର: ବ୍ରହ୍ମପୁର ତୁଳସିନଗର ନିବାସୀ ପ୍ରଦୀପ କୁମାର କର ଓ ସୁନିତା କର ଙ୍କ ଦ୍ୱିତୀୟ କନ୍ୟା, ଅଟନ୍ତି ରୋଜାଲିନ କର। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠନଗର, ରେ ପିଲାଟି ଦିନରୁ ପ୍ରାରମ୍ଭ, ବୋଧରୁ ଅଧ୍ୟୟନରତ,। ପିଲାଟି ଦିନରୁ ସେ ପଢ଼ା ପ୍ରତି ରୁଚି ଥିଲା ବେଳେ, ସେ ଗୀତ, ଡାନ୍ସ ପ୍ରତି ରୁଚି ରହିଛି। ସେ ଦୈନିକ ଦଶରୁ ବାର ଘଣ୍ଟା ପଢୁଥିବା ବେଳେ, ବାକି ସମୟରେ ଡାନ୍ସ, ଗୀତ ଏପୋରି ତାର ରୁଚି ରଖୁଥିଲା, ସେ ଭବିଷ୍ୟତରେ କମର୍ସ ନେଇ, ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଇଚ୍ଛା ପ୍ରକାଶ କରିଛି। ସ୍ଥିର ମନ, ଏକାଗ୍ରତା ଏଵଂ ଶାନ୍ତ ପରିବେଶ ରେ ପଢ଼ିଲେ ସବୁ କିଛି ସମ୍ଭବ ବୋଲି ସିଏ କହିଛନ୍ତି।

Also Read

Tags