ବ୍ରହ୍ମପୁର, ୪.୫.୨୬ : କୋର୍ଟ ପେଟା ଛକଠାରେ ପଶ୍ଚିମ ବଙ୍ଗ ଓ ଆସାମ ଭାରତୀୟ ଜନତା ପାର୍ଟି ବିଜୟ କୁ ବିଜୟ ଉତ୍ସବ ପାଳନ କରାଗଲା।

Pradeep Kar

ଆଜି ଅପରାହ୍ନ ୨. ୩୦ ମିନିଟ୍ ସମୟରେ ସ୍ଥାନ କୋର୍ଟ ପେଟା ଛକଠାରେ ପଶ୍ଚିମ ବଙ୍ଗ ଓ ଆସାମ ଭାରତୀୟ ଜନତା ପାର୍ଟି ବିଜୟ କୁ ବିଜୟ ଉତ୍ସବ ପାଳନ କରାଗଲା। ଏଥିରେ ବାଜା ,ବାଣ ସହ ଜାଲ୍ ମୁଢ଼ି, ମିଷ୍ଟାନ୍ନ ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମହାନଗର ସଭାପତି ରାମ କୁମାର ପାତ୍ର, ସିମାଞ୍ଚଳ ପଣ୍ଡା, ଅଶୋକ ନିମାଇଁ, ବିଷ୍ଣୁ ପଣ୍ଡା , ପ୍ରଭାତ କିରଣ ଷଡ଼ଙ୍ଗୀ , ଜଗନ୍ନାଥ ଜେନା, ରଞ୍ଜିତ ନନ୍ଦ, D ଡମ୍ବରୁ ,କୁନା ପାତ୍ର,ସୁଶାନ୍ତ ସାହୁ, ଅଖିଳ ସାହୁ,ଦିନେଶ ଦେ।ରା , ଅଜିତ ମହାପାତ୍ର ,ଶିରିଡ଼ି , କୃଷ୍ଣ ପଲେଇ, ସିତଲ ଜେନା, ପ୍ରଥମ ବିଶୋୟୀ ପ୍ରମ୍ମୁଖ ଉପସ୍ଥିତ ଥିଲେ ।

Also Read

Tags