ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି l ବିଜୟ ପରେ ମୋଦିଙ୍କ ଭାଷଣ

Pradeep Kar

04/05 : ମୋଦି :ବଙ୍ଗଳାରେ ଅନୁପ୍ରବେଶକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ l ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ ମୋଦି : ଆଜି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତି ମିଳିଛି ମୋଦି: ଶ୍ୟାମା ପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧ ବଙ୍ଗଳାର ସ୍ବପ୍ନ ଦେଖିଥିଲେ ମୋଦି : ଦେଶ ପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ

Also Read

Tags