କେରଳ ମୁଖ୍ୟ ମନ୍ତ୍ରୀଙ୍କ ଇସ୍ତଫା

Pradeep Kar

04/05 : ଇସ୍ତଫା_ଦେଲେ_କେରଳ_ମୁଖ୍ୟମନ୍ତ୍ରୀ* *ନିର୍ବାଚନରେ ଏଲଡ଼ିଏଫର ପରାଜୟ ପରେ ପଦ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି. ବିଜୟନ। ରାଜ୍ୟପାଳ ଇସ୍ତଫା ପତ୍ର ଗ୍ରହଣ କରିବା ସହ ପରବର୍ତ୍ତୀ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବାକୁ ପରାମର୍ଶ ଦେଇଛନ୍ତି।

Also Read

Tags