ବୌଦ୍ଧ, 04/05 : *ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଆଜିର ଐତିହାସିକ ବିଜୟ ପାଳନ ଅବସରରେ ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟଳୟ ଠାରୁ ଏକ ବିଜୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ବାଜା ବଜାଇ, ଆତସବାଜି ଫୁଟାଇ ମିଷ୍ଟାନ ବଣ୍ଟନ କରି ବିଜୟ ଦିବସ ପାଳନ କରାଯାଇଥିଲା ।
ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଜୟ ଦିବସ ପାଳିତ





