କଣ୍ଟାବାଞ୍ଜି, 05/05 : ଲାଞ୍ଚ ନେଇ ଧରାପଡ଼ିଲେ ଅମିନ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ବିମଳେନ୍ଦୁ କବି ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ l
ଭିଜିଲାନ୍ସ ଜାଲରେ ଅମିନ