ସନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ମଣ୍ଡଳ ଦ୍ୱାରା ନାରୀ ଶକ୍ତିଙ୍କ ପ୍ରଗତିରେ ବାଧକ ସାଜିଥିବା ଦଳମାନଙ୍କ ବିରୋଧରେ ‘ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା ’ରେ ଯୋଗଦେଲେ ଆସ୍କା ସାଂସଦ Anita Subhadarshini ଅପା ଜିଲ୍ଲା ସଭାପତି ଶ୍ରୀ Bijay Kumar Swain ଭାଇ ମହିଳା ବିରୋଧୀ ଦଳ ଓ ନେତାମାନଙ୍କୁ କଡ଼ା ଜବାବ ଦେବାପାଇଁ ଏହି ସମ୍ମିଳନୀରେ ବିପୁଳ ସଂଖ୍ୟାରେ ଏକାଠି ହୋଇଥିବା ନାରୀ ଶକ୍ତିଙ୍କୁ ଧନ୍ୟବାଦ ଜଣାଉଛି ।
ଜନ ଆକ୍ରୋଶ ମହିଳା ଶୋଭାଯାତ୍ରା





