ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ

Pradeep Kar

ଭବାନୀପାଟଣା ତା 07/09/2026 ରିଖରେ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ଜୀବିକା ମିଶନ ec ସଂଘ କଳାହାଣ୍ଡି ଜିଲ୍ଲା ର ବାର୍ଷିକ ସମ୍ମିଳନୀ ଭବାନୀପାଟଣା ସ୍ଥିତ ଅମ୍ଳା ଭବନ ଠାରେ ଅନୁଷ୍ଠିତ ହୋଇଥିଲା ଏହି ବାର୍ଷିକ ସମ୍ମିଳନୀ ରେ ଜିଲ୍ଲା ସଭାପତି ଶ୍ରୀମତୀ ନଳିନୀମଞ୍ଜୁରୀ ବାଗ ସଭାପତିତ୍ବ କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ଅଖୂଳ ଭାରତୀୟ ସହ ସଙ୍ଘଠନ ସମ୍ପାଦକ ଶ୍ରୀ ଗଣେଶ ପ୍ରସାଦ ମିଶ୍ର ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ ଓ ec କର୍ମଚାରୀ ମାନଙ୍କ ର ଦେଖା ଦେଇଥିବା ବିଭିନ୍ନ ସମସ୍ୟା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶୁତି ଦେଇଥିଲେ ସମ୍ନାନୀୟ ଅତିଥି ରୂପେ ଭାରତୀୟ ମଜଦୁର ସଂଘ ରାଜ୍ୟ ଉପ ସଭାପତି ଡାକ୍ତର ମହନ୍ତି ସଂଘଟନ ସମ୍ପାଦକ ଲଖଣ ଦାଶ ଅତିଥି ରୂପେ ପ୍ରଦାନ କରିଥିଲେ ec ସଂଘ ରାଜ୍ୟ ସଭା ନେତ୍ରୀ ଶ୍ରୀମତୀ ଯୋଗମାୟା ନନ୍ଦ ଯୋଗଦାନ କରି କର୍ମଚାରି ମାନଙ୍କ ର ସମସ୍ୟା ଉପରେ ଆଲୋକ ପାତ କରିଥିଲେ ସଂଘ ତରଫରୁ ପସ୍ତାବିକ ଦାବି ଗୁଡିକ ଯଥା କାର୍ଯ୍ୟ କରିବା ପାଇଁ ବୟଷ ସୀମା 60 ବର୍ଷ କରିବା ସହିତ ସମସ୍ତ ଙ୍କୁ ଡ୍ରେଶ କୋଡ଼ ଓ ପରିଚୟ ପତ୍ର ଯୋଗାଇବା ସହ ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଗାଇବା ଓ ଯାତାୟାତ ଖର୍ଚା ବୁଦ୍ଧି କରିବା ପାଇଁ ସରକାର ଏ ସବୁ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ଉକ୍ତ କାଯ୍ୟକର୍ମ ec ସଂଘ ଜିଲ୍ଲା ସମ୍ପାଦିକା ଭାରତୀୟ ମଜଦୁର ସଂଘ ର ରାଜ୍ୟ ମହିଳା ବିଭାଗ ପ୍ରମୁଖ ଝୁନୁପମା ଶତପତି, ସଂଘ ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ ରହି ଉଦ‌ବୋଧନ ଦେଇଥିଲେ ପରି ଶେଷରେ ସଭପତି ନଳିନୀ ମଞ୍ଜୁରୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

Also Read

Tags