ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା-ଖଲ୍ଲିକୋଟ ରାସ୍ତା ବାଲି ଢାବା ନିକଟରେ ଆଜି ସକାଳ ୬ଟାରେ ବସ୍ (ଦୁର୍ଗାମାଧବ) ଓ ଟ୍ରକ୍ ମୁହାଁମୁହିଁ। ଟ୍ରକ୍ ଚାଳକଙ୍କ ମୃତ୍ୟୁ। ୧୫ ଆହତ ଓ ୨ରୁ ଅଧିକ ଗୁରୁତର। ବସଟି ପୋଲସରାରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଗଞ୍ଜାମ ଜିଲ୍ଲା କୋଦଳା-ଖଲ୍ଲିକୋଟ ରାସ୍ତା ବାଲି ଢାବା ନିକଟରେ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା





