ବିଶ୍ବ ନିକେତନ ଜରା ନିବାସରେ ମାତୃ ଦିବସ ପାଳିତ

Pradeep Kar

ବ୍ରହ୍ମପୁର, 10/05 : ମା ହିଁ ବିଶ୍ୱ ର ସବୁଠାରୁ ଶ୍ରେଷ୍ଟ ଓ ସମ୍ମାନାସ୍ପଦ। ମା ର ତ୍ୟାଗ ଯୋଗୁ ଆମେ ସମାଜରେ ବଞ୍ଚିବା ସହ ଆଗକୁ ବଢ଼ିପାରୁ। ମନ୍ଦିର ମସଜିଦ ଯିବା ଅପେକ୍ଷା ମା ବାପା ଙ୍କ ପୂଜା ଓ ସେବା କରିବା ଆବଶ୍ୟକ ବୋଲି ଆଜି ରାମଚନ୍ଦ୍ରପୁର ସ୍ଥିତ ମହାନ୍ ସଂଘ୍ ଦ୍ଵାରା ପରିଚାଳିତ ବିଶ୍ୱ ନିକେତନ ଜରା ନିବାସରେ ମାତୃ ଦିବସ ପାଳନ ଅବସରରେ ଏହାର ପ୍ରତିଷ୍ଠାତା ତଥା ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବାସହ ଅନ୍ତେଃବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟା ଓ କର୍ମଚାରି ମାନେ ଅଂଶ ଗ୍ରହଣ କରିଥିଲେ।

Also Read

Tags