ଯାଜପୁର ରୋଡ଼ ଧାମରା ରେଳପଥ ସଂଗ୍ରାମ ସମିତି ର ସ୍ୱତନ୍ତ୍ର ଅଧିବେଶନ

Pradeep Kar

ଯାଜପୁର, ୧୦.୫.୨୬ : ରବିବାର ଆଜି ଯାଜପୁର ଟାଉନ ହଲ ଠାରେ ଯାଜପୁର ରୋଡ଼ ଧାମରା ସଂଗ୍ରାମ ସମିତି ପକ୍ଷ ରୁ ଏକ ସଭା ଅନୁଷ୍ଠିତ ହୋଇଯାଇ ଅଛି ମୁକ୍ଷ ବକ୍ତା ଭାବେ ଯୋଗଦାନ କରିଥିଲେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଓ ଏଥିରେ ପ୍ରଫୁଲ୍ଲ ଘଡ଼େଇ ଙ୍କ ସମେତ ଅନ୍ୟ ବରିଷ୍ଠ ବେକ୍ତି ମାନେ ଉପସ୍ଥିତ ଥିଲେ..!!

Also Read

Tags