ଭଦ୍ରକର ବରିଷ୍ଠ ସମାଜ ସେବି ଅଜିତ କୁମାର ପଣ୍ଡା ଙ୍କ ମା ସ୍ବର୍ଗତ ଶାନ୍ତିଲତା ପଣ୍ଡା ଙ୍କ ଦ୍ଵାଦଶ କ୍ରିୟା

Pradeep Kar

ଭଦ୍ରକ, : ୧୦.୫.୨୬ ରବିବାର ଆଜି ଭଦ୍ରକ ବନ୍ତ ଛକ ନେତାଜୀ ନଗର ଠାରେ ବରିଷ୍ଠ ସମାଜ ସେବି ଅଜିତ କୁମାର ପଣ୍ଡା ଙ୍କ ମା ଧର୍ମ ପରାୟଣି ବେକ୍ତି ସ୍ବର୍ଗତ ଶାନ୍ତିଲତା ପଣ୍ଡା ଙ୍କ ଦ୍ଵାଦଶ କ୍ରିୟା ରେ ଯୋଗଦାନ ଦେବା ସହ ଶ୍ରୀମତୀ ପଣ୍ଡା ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା , ପୁଷ୍ପ ମଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ପୁର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ,ଏଥିରେ ବହୁ ବରିଷ୍ଟ ନେତା ଓ ମନ୍ୟ ଗନ୍ୟ ବେକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ..!!

Also Read

Tags