ବ୍ରହ୍ମପୁର, : ୦୯/୦୫/୨୦୨୬ ଶନିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ୱାର୍ଡ ନମ୍ବର ୨୫ ବିଜିପୁର ବଡ ବାଉରୀ ସାହି କୋଠ ଘୋର ଠାରେ ସମାଜ ସେବୀ ଶ୍ରୀମତୀ ରବିବାରି ଦାସଙ୍କ ସଂଯୋଜନାରେ ବିଶ୍ଵ ହିନ୍ଦୁ ପରିଷଦ ଓ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଏକ ହନୁମାନ ଚାଳିଶା ସହ ସତ୍ ସଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଡ଼ା ଆମ୍ବେଦକର ସାଂସ୍କୃତିକ ଯୁବକ ସଂଘ ବ୍ରହ୍ମପୁର, ସଂସ୍କୃତିକ ସମ୍ପାଦକ,ତ୍ରିନାଥ ନାୟକ।ବିଶ୍ଵ ହିନ୍ଦୁ ପରିଷଦ ର ଭାଇ ମାନେ ଓ ଜିଲ୍ଲା ବଜରଙ୍ଗ ଦଳ ଭାଇମାନେ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ସନାତନ ଭାଇ ଭଉଣୀ ଉପସ୍ଥିତ ଥିଲେ।
ବିଜିପୁର ଠାରେ ବିଶ୍ଵ ହିନ୍ଦୁ ପରିଷଦ ଓ ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ଏକ ହନୁମାନ ଚାଳିଶା ସହ ସତ୍ ସଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି





