ଭଦ୍ରକ ପୌରପାଳିକା ଅଧିନସ୍ତ ରୋଭର୍ଶ କ୍ଲବ୍ ତରଫରୁ ୭୦ ଦଶକ ର କ୍ରୀଡାବିତ୍ ପୂର୍ବତନ ଶିକ୍ଷକ ହାଜୀ ଅବୁଲା କାଶିମ୍ ଖାନ, ଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଯାଇଅଛି

Pradeep Kar

ଭଦ୍ରକ, ୧୧.୫.୨୬ : ଭଦ୍ରକ ପୌରପାଳିକା ଅଧିନସ୍ତ ପୁରୁଣା ବଜାର ସ୍ଥିତ ରୋଭର୍ଶ କ୍ଲବ୍ ତରଫରୁ ୭୦ ଦଶକ ର କ୍ରୀଡାବିତ୍ ପୂର୍ବତନ ଶିକ୍ଷକ ହାଜୀ ଅବୁଲା କାଶିମ୍ ଖାନ, ଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଯାଇଅଛି ଏଥିରେ ଯୋଗଦାନ ଦେବା ସହ କାସିମ୍ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଜୁଜନତା ଦଳର ବରିଷ୍ଠ ଉପସଭାପତି ପ୍ରଫୁଲ୍ଲ ସାମଲ, ଓ ଏଥିରେ ଉପସ୍ଥିତ ଥିଲେ ଭଦ୍ରକ ପୌରପାଳିକା ର ପୌରାଧ୍ୟକ୍ଷ ଗୁଲମକି ହବିବ, ଓ ରୋଭର୍ଷ କ୍ଲବ୍ ର ସଦସ୍ୟ ମାନେ..!!

Also Read

Tags