ମୋଦିଙ୍କ ଇନ୍ଧନ ସଞ୍ଚୟ ଅପିଲ୍‌ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

Pradeep Kar

ଓଡ଼ିଶାରେ ଇଭି ଗାଡ଼ି ସବ୍‌ସିଡି ଅବଧି ୨୦୨୮ ଯାଏଁ ବୃଦ୍ଧିଅଧିକ ଇଭି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍ PM ଙ୍କ କଥା ମାନି ତେଲ୍‌ କମ୍ ବ୍ୟବହାର କରିବାକୁ ପରାମର୍ଶମୋଦିଙ୍କ କାରକେଡ୍‌ ହ୍ରାସକୁ ସ୍ବାଗତ କଲେ ମନ୍ତ୍ରୀ ବିଭୂତି ଜେନା କହିଲେ, ମୁଁ ନିଜେ ସରକାରୀ ବସ୍‌ରେ ଯିବା ଆସିବା କରିବି l ଆବଶ୍ୟକ ନଥିଲେ ଗାଡ଼ି ନେବାନି, ମନ୍ତ୍ରୀ ସୁରକ୍ଷା ଲାଗି ଗାଡ଼ି ଯିବା କମେଇ ଦେବେ ଆଉ ଆବଶ୍ୟକ ହେଲେ ବସ ରେ ଯିବେ କହିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ,ପ୍ରଧାନମନ୍ତ୍ରୀ ଙ୍କ ନିଷ୍ପତି କୁ ସ୍ୱାଗତ କଲେ ଆଉ ସମସ୍ତେ ମାନନ୍ତୁ ବୋଲି କହିଲେ , ଦେଶର ଏପରି ପରିସ୍ଥିତିରେ ସମସ୍ତେ ସଜାଗ ହେବା ଜରୁରୀ ବୋଲି କହିଲେ ମନ୍ତ୍ରୀ l

Also Read

Tags