ଗଂଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ

Pradeep Kar

ଗଂଜାମ ପୋଲିସ ଜିଲ୍ଲାରେ ଅପରାଧୀ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳାକୁ ସୃଢୁଦ କରିବା ପାଇଁ ଗଂଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ l ବର୍ଷ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ୱାରେଣ୍ଟ ବଳରେ ଗିରଫ କରାଯାଉଛି l ଏହି ଅଭିଯାନରେ ପୋଲସରା ପୋଲିସ ସର୍ବାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି ଏହାସହବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ମାମଲାରେ ମଧ୍ୟ ବେଶ ସଫଳତା ହାସଲ କରିଛି l ଏନେଇ ଦକ୍ଷିଣାଞ୍ଚଳ ଆଇଜି IG ନୀତି ଶେଖର ପୋଲସରା ଥାନାଧିକାରୀ କୌଶିକ ମାଝିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି l ଏହି ସଫଳତା ପାଇଁ ମୋ ତରଫରୁ ପୋଲସରା ଥାନାଧିକାରୀ କୌଶିକ ମାଝିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି

Also Read

Tags