ବ୍ରହ୍ମପୁର ତା ୧୪.୦୫.୨୦ ରିଖରେ ମାନବବାଦୀ ହେତୁବାଦୀ ସଂଗଠନ , ଗଂଜାମ ଜିଲ୍ଲା ଶାଖା ପକ୍ଷରୁ ମହାନ ହେତୁବାଦୀ ରାଜା ସୁରେଶଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏକ ସଭା ଶକ୍ତିନଗରସ୍ଥିତ ସହୀଦ ଭଗତ ସିଂ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଉପସଭାପତି କିଶୋର ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିଲେ । ସର୍ବ ପ୍ରଥମେ ରାଜା ସୁରେଶଙ୍କୁ ଉପସ୍ଥିତ ସମସ୍ତ ସଭ୍ୟ ଶ୍ରଦ୍ଧଞ୍ଜଳୀ ପ୍ରଦାନ କରିଥିଲେ। ସଂଗଠନର ସମ୍ପାଦକ କେ.ନନ୍ଦେଷୁ ସେନାପତି ରାଜା ସୁରେଶଙ୍କ ଦେହାନ୍ତ କୋଭିଡ ଯୋଗୁ ହୋଇଥଲ। ସେ ଜଣେ ନୈଷ୍ଟିକ ହେତୁବାଦୀ ଓ ମାନବବାଦୀ ଥିଲେ। ମାନବବାଦଓ ହେତୁବାଦର ଅଭିବୃଦ୍ଧି କରି ସମାଜରେ ଶାନ୍ତି ପ୍ରତିଷ୍ଠା ପାଇଁ ତାଙ୍କର ଅବଦାନ ଅତୁଳନୀୟ।ସଂଗଠନର ସଭ୍ୟ ଭାଲଚନ୍ଦ୍ର ଷଡଙ୍ଗୀ , ପ୍ରତାପ ଚନ୍ଦ୍ର ପ୍ରଧାନ , ହାକିମ ଖାଁ ,ଡି.ମୋହନ ରାଓ, ମହର୍ଷି ସିଂ, କେ. ବାସବା ରାଜୁ ବକ୍ତବ୍ୟ ରଖି ରାଜା ସୁରେଶଙ୍କ ସ୍ମୃତିଚାରଣ କରିଥିଲେ।ସଭାପତି କିଶୋର ଚନ୍ଦ୍ର ମିଶ୍ର ହେତୁବାଦ ଓ ମାନବବାଦ ଏକ ବିଜ୍ଞାନ ସମ୍ମତ ଅଟେ । ପ୍ରତାପ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।କେ.ନନ୍ଦେଷୁ ସେନାପତି ସମ୍ପାଦକ, ମାନବବାଦୀ ହେତୁବାଦୀ ସଂଗଠନ, ଗଞ୍ଜାମ ଜିଲ୍ଲା ଶାଖା 9861537036
ହେତୁବାଦୀ ରାଜା ସୁରେଶଙ୍କ ୫ମ ଶ୍ରାଦ୍ଧବାର୍ଷିକୀ ପାଳନ





