ବସ୍ ଟ୍ରକ୍ ପାଇଁ ସ୍ଥିର ହେବ ରିଟେଲ୍ ଆଉଟ୍‌ଲେଟ୍‌

Pradeep Kar

କଟକ: ପରିବହନ କମିଶନରଙ୍କ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି-ବସ୍‌, ଟ୍ରକ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି-ପ୍ରତି ଜିଲ୍ଲାରେ ବସ୍, ଟ୍ରକ୍ ପାଇଁ ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ-ପୂର୍ବରୁ ଯେଉଁ ଟାଙ୍କିରୁ ତେଲ ଭରୁଥିଲେ, ସେସବୁର ତାଲିକା ଦେବେ-ସେସବୁ ଆଉଟ୍‌ଲେଟ୍‌ରେ ଆବଶ୍ୟକୀୟ ଡିଜେଲ ମହଜୁଦ ରହିବ-ଯାହା ଫଳରେ ବସ୍ ଓ ଟ୍ରକ୍‌ ଚଳାଚଳରେ କୌଣସି ସମସ୍ୟା ହେବନି

Also Read

Tags