ସୌରୀ ଟ୍ରେଡିଂ କୋ ଶୋରୁମ୍ ଆସ୍କା ରୋଡ ଚତୁର୍ଭୁଜ ପେଟ୍ରୋଲ ପମ୍ପ ନିକଟରେ ଉଦଘାଟିତ: ବ୍ରହ୍ମପୁର ଆସ୍କା ରୋଡ ଚତୁର୍ଭୁଜ ପେଟ୍ରୋଲ ପମ୍ପ ନିକଟରେ ସୌରୀ ଟ୍ରେଡିଂ କୋ ନାମ ଏକ ଶୋ ରୁମ୍ ଶୁକ୍ରବାର ଉଦଘାଟିତ ହୋଇଯାଇଛି l ଏହାକୁ ଶୋ ରୁମ୍ ର ପ୍ରୋପ୍ରାଏଟ୍ ର ସାନ୍ତନୁ ପଣ୍ଡା ଏଵଂ ଲଏଡ ଡିଭିଜନ ଶାଖା ପରିଚାଳକ ମୁଖ୍ୟ ଅନୂପମ୍ ଶ୍ରୀବାସ୍ତବ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଶୋ ରୁମ୍ ରେ ଆକର୍ଷଣୀୟ ରିହାତି ପାଇପାରିବେ ଗ୍ରାହକ। ହେଭେଲସ୍ ଓ ଲଏଡ କମ୍ପାନୀ ର ଟିଭି, ଫ୍ରିଏଜେ, ଏସି, କୁଲାର, ୱାସିଙ୍ଗ ମେସିନ, ଫ୍ୟାନ, ସମେତ ହାଭେଲ୍ସ ର ବିଭିନ୍ନ ଏସେସୋରି ଉପୋଲବ୍ଧ ଥିବା ଶ୍ରୀ ପଣ୍ଡା କହିଛନ୍ତି। ହୋମ ଆପ୍ଲାଏନ୍ସ ଏଵଂ ଇଲେକ୍ଟ୍ରୋନିକ୍ସ ଆଇଟମ ମଧ୍ୟ ଉପୋଲାବ୍ଧ ଅଛି l ପଣ୍ଡା ପରିବାର ସହିତ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର୍ ପଣ୍ଡା, ଶ୍ରୀରାମ ପଣ୍ଡା, ସୁବ୍ରତ ପଣ୍ଡା, ପ୍ରଦୀପ କର ଓ ବହୁ ନୂଆ ଗ୍ରାହକ ଯୋଗ ଦେଇଥିଲେ l
ବ୍ରହ୍ମପୁର ଆସ୍କା ରୋଡ ଚତୁର୍ଭୁଜ ପେଟ୍ରୋଲ ପମ୍ପ ନିକଟରେ ସୌରୀ ଟ୍ରେଡିଂ କୋ ନାମ ଏକ ଶୋ ରୁମ୍ ଉଦଘାଟିତ





