୧୯/୫/୨୬:- ଭଣ୍ଡାରିପୋଖରୀ ବ୍ଲକ ର ସରସଦା ଗ୍ରାମପଞ୍ଚାୟତ ତୁଳସୀପୁର ଗ୍ରାମର ,ପ୍ରଜ୍ଞା ପୁରୁଷ ;ଭଣ୍ଡାରିପୋଖରୀ ମାଟିର ମୂରବୀ ,ବିଶିଷ୍ଟ କବି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଆଦର୍ଷ ଶିକ୍ଷକ, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ପୂର୍ବତନ ସଭାପତି ଅଚ୍ୟୁତାନନ୍ଦ ସାମଲଙ୍କ ପରଲୋକ ଖବର ପାଇ ତାଙ୍କ ବାସଭବନ ରେ ପହଞ୍ଚି ଶୋକ ପ୍ରକାଶ କରିବା ସହ ଏ ଶୂନ୍ୟସ୍ଥାନ କେହି ପୁରାଣ କରିପାରିବେ ନାହିଁ ବୋଲି ମତ ପ୍ରକାଶ କରିଛନ୍ତି ଓ ଏଭଳି ଦୁଃଖ ସମୟରେ ପରିବାରକୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ମହାପ୍ରଭୁ ଜଗନ୍ନାଥ ଙ୍କ ପାଖ ରେ ପ୍ରାର୍ଥନା କରିଛନ୍ତି ପୂର୍ବତନ ମନ୍ତ୍ରୀ ,ପ୍ରଫୁଲ୍ଲ ସାମଲ, ଏଥିରେ ବରିଷ୍ଠ ନେତା, କୁଶ ନନା, ଭଣ୍ଡାରିପୋଖରୀ ବ୍ଲକର ପୂର୍ବତନ ପୂର୍ବତନ ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ଦିଲ୍ଲୀପ ଭାଇ, ଓ ସମସ୍ତ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ..!!
ଭଣ୍ଡାରିପୋଖରୀ ବ୍ଲକ ର ସରସଦା ଗ୍ରାମପଞ୍ଚାୟତ ତୁଳସୀପୁର ଗ୍ରାମର ପୂର୍ବତନ ସଭାପତି ଅଚ୍ୟୁତାନନ୍ଦ ସାମଲଙ୍କ ପରଲୋକ





