ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ପୋଲିସ ର ମାନବିକତା ଓ କର୍ତ୍ତବ୍ୟନିଷ୍ଠା ପୁଣିଥରେ ସାମ୍ନାକୁ ଆସିଛି

Pradeep Kar

ବୁଗୁଡ଼ା ଅଞ୍ଚଳର ଜଣେ ନାବାଳକ ଘରୁ ନିଖୋଜ ହୋଇଯାଇଥିବା ବେଳେ ସେ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଅଞ୍ଚଳରେ ବୁଲୁଥିବା ବେଳେ ହିଞ୍ଜିଳି ପୋଲିସ ସେହି ସମୟରେ ଉକ୍ତ ଅଞ୍ଚଳରେ ପେଟ୍ରୋଲିଂ କରିବା ସମୟରେ ପୋଲିସ ଟିମ୍ ଙ୍କ ନଜର ଉକ୍ତ ନାବାଳକ ଙ୍କ ଉପରେ ପଡ଼ିଥିଲା ପରେ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରି ନାବାଳକ କୁ ଥାନାକୁ ନେଇ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ସହ ଯୋଗାଯୋଗ କରି ସୁରକ୍ଷିତ ଭାବେ ନାବାଳକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ହିଞ୍ଜିଳି ପୋଲିସ ର ଏଭଳି ମାନବିକ କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଥାନା ଅଧିକାରୀ ଓ ସମ୍ପୂର୍ଣ୍ଣ ପୋଲିସ ଟିମ୍ ଙ୍କୁ ପ୍ରଶଂସା କରିଛନ୍ତି।

Also Read

Tags