ଆଜି ଗଞ୍ଜାମ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଜିଲ୍ଲା କର୍ମକର୍ତ୍ତାମାନେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ହେମନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପଦୋନ୍ନତି କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରିଯୁକ୍ତ ଏସ. ଧନଞ୍ଜୟ ମହୋଦୟଙ୍କୁ ଦାବିପତ୍ର ପତ୍ର ପ୍ରଦାନ କରିଥିଲେ। ଜିଲ୍ଳା କର୍ମକର୍ତ୍ତାଙ୍କ ଆଲୋଚନା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପଦୋନ୍ନତି କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପଦୋନ୍ନତି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ





