ବସ ସହ ଅଟୋ ମୁହାଁମୁହିଁ ଧକ୍କା ୫ ମୃତ, ୪ ଗୁରୁତର ଏମ୍ କେ ସି ଜି ରେ ଭେଟିଲେ ମନ୍ତ୍ରୀ ବିଭୂତି ଜେନା

Pradeep Kar

ପୁରୁଷୋତ୍ତମପୁର ଥାନା ଅଧିନ ଲଡକାପଲ୍ଲୀ ଛକରେ ବସ ସହ ଅଟୋ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

Also Read

Tags