ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ଆକାଂକ୍ଷା ଶୌଚାଳୟ (ASPIRATIONAL TOILET)ର ଶୁଭ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ମୋହଦୟ । ଏହି ଅବସରରେ NAC ର ଅଧ୍ୟକ୍ଷ, କାର୍ଯ୍ୟନିର୍ବାହୀ ଅଧିକାରୀ , ୱାର୍ଡ ସଭ୍ୟ ସଭ୍ୟା ଓ ବହୁ ଜନସାଧରଣ ଉପସ୍ଥିତ ଥିଲେ।
ଆକାଂକ୍ଷା ଶୌଚାଳୟ ର ଶୁଭ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର





