ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହର ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ସହ ବହୁ ବରିଷ୍ଠ ନେତା, ନେତ୍ରୀ ମାନେ ତାହାସହ ଯୁବ , ଛାତ୍ର ବିଜେଡି ତରଫରୁ ବ୍ରହ୍ମପୁର ସହରରେ ଥିବା ପୋଲିସ ବିଭାଗର IG ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି IG ଙ୍କ ସହ ସାକ୍ଷାତ ସହ ଆଲୋଚନା କରି ଦାବୀ ପତ୍ର ପ୍ରଦାନ କରିଛନ୍ତି l
ବ୍ରହ୍ମପୁର ସହର ର ଅପରାଧି ବଳ ପାଉଛନ୍ତି କାହା ଠାରୁ





