ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ସଂଲଗ୍ନ ଗୀତଗୋବିନ୍ଦ ସଦନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷିତିଶ ବିଶ୍ୱାଳଙ୍କ ସଂଘର୍ଷମୟ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା

Pradeep Kar

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ସଂଲଗ୍ନ ଗୀତଗୋବିନ୍ଦ ସଦନରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କ୍ଷିତିଶ ବିଶ୍ୱାଳ ସଂଘର୍ଷମୟ ଜୀବନୀ ଉପରେ ଯୁଧିଷ୍ଠିର ମହାପାତ୍ର ଙ୍କ ଦ୍ଵାରା ଲିଖିତ ଅବିଚଳ ସଂଗ୍ରାମୀ ପୁସ୍ତକର ରାଧାକାନ୍ତ ସେଠି ସଭାପତିତ୍ବ ରେ ଲୋକାର୍ପଣ ଓ ଏହି ଉପଲକ୍ଷେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା | ଏଥିରେ ଅତିଥି ଭାବେ ଯୋଗ ଦେବାସହ ନିଜର ଅଭିଭାଷଣ ରଖିଥିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ,ସମ୍ବାଦ ଖବର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସି.ପି.ଆଇ ( ଏମ୍- ଏଲ୍) ଲିବରଶନ୍ ର ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଓଡ଼ିଶା ର ବିଶିଷ୍ଟ ରାଜନୈତିକ ନେତୃତ୍ୱ ସ୍ଥାନୀୟ ବ୍ୟକ୍ତି, ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ସଭା କୁ ଗୌରବାନ୍ୟୁତ କରାଇଥିଲେ..!!

Also Read

Tags