ଏଣିକି ଆଡ୍ମିଟ ପୂର୍ବରୁ ଆୟୁଷ୍ମାନ କାର୍ଡରେ ହେବ ସବୁ ପରୀକ୍ଷା ଆଡମିଟ ର ୩ ଦିନ ପୂର୍ବରୁ ସବୁ ଟେଷ୍ଟ ଆୟୁଷ୍ମାନ ପ୍ୟାକେଜରେ ହେବ ଆୟୁଷ୍ମାନ ସେବାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ନିର୍ଦ୍ଦେଶନାମାକୁ ସମସ୍ତ ଘରୋଇ ହସ୍ପିଟାଲ ପାଳନ ପାଇଁ ନିର୍ଦ୍ଦେଶ l ଯେଉଁ ହସ୍ପିଟାଲ ନକରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ l
ଆୟୁଷ୍ମାନ_କାର୍ଡରେ_ହେବ_ସବୁ ପରୀକ୍ଷା





