ଧୀରଜ ସେଠ୍‌ ହେଲେ ନୂଆ ସ୍ଥଳସେନା ମୁଖ୍ୟ

Pradeep Kar

ନୂଆ ସ୍ଥଳସେନା ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର l ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ l ସ୍ଥଳସେନା ମୁଖ୍ୟ ଭାବେ ଆସନ୍ତା ୩୦ରେ ଦାୟିତ୍ଵ ନେବେ l ଜେନେରାଲ୍ ଉପେନ୍ଦ୍ର ଦ୍ଵିବେଦୀଙ୍କଠାରୁ ଦାୟିତ୍ଵ ନେବେ ଧୀରଜ ସେଠ୍ l ଜୁନ୍ ୩୦ରୁ ୨୦୨୮ ଅଗଷ୍ଟ ୩୧ ଯାଏଁ ସ୍ଥଳସେନା ମୁଖ୍ୟ ଦାୟିତ୍ବରେ ରହିବେ l ଏବେ ଉପସେନା ମୁଖ୍ୟ ଅଛନ୍ତି ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌ l

Also Read

Tags