ବିଶ୍ଵ ରକ୍ତ ଦାତା ଦିବସ ପାଳିତ

Pradeep Kar

ବ୍ରହ୍ମପୁର, ତା.୧୪.୦୬.୨୬.ରିଖ ରବିବାର ଦିନ ଦିବ୍ୟ ଜୀବନ ସଙ୍ଗ ଆନୁକୁଲ୍ୟରେ ଏମକେସିଜି ରକ୍ତ ଭଣ୍ଡାର ରେ ଏକ ରକ୍ତ ଦାନ ଶିବିରହୋଇଥିଲା,ଦୀର୍ଘ ୨୩ବର୍ଷ ଧରି ଦିବ୍ୟ ଜୀବନ ସଙ୍ଗ ଲାଞ୍ଜିପଲ୍ଲି ଶାଖା ର ପ୍ରତିଷ୍ଠାତା ପୂଜ୍ୟ ସ୍ବାମୀ ହରି ଶରଣ। ନନ୍ଦ ସରସ୍ବତୀ ମହାରାଜ ବିଶ୍ବ ରକ୍ତ ଦାତା ଦିବସ ଉପଲକ୍ଷେ ବ୍ରହ୍ମପୁର ସ୍ଥିତ ରକ୍ତ ଭଣ୍ଡାର ରେ ରକ୍ତ ଦାନ କରି ଆସୁଛନ୍ତି , ଏଥିରେ ସ୍ୱାମୀଜୀ କୋହିଛନ୍ତି, ସ୍ୱାମୀ ଶିବାନନ୍ଦ ସରସ୍ବତୀ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଙ୍କ ମତରେ “ରକ୍ତ ଦାନ ମହା ପୁଣ୍ୟ” ରକ୍ତ ଦାନ ଦ୍ୱାରା ହିଁ ନୂତନ ଜୀବନ ମିଳିଥାଏ, (ମାନବ ସେବା ହିଁ ମାଧବ ସେବା) ଭଗଵାନ ହିଁ ନିଜର ଅନ୍ୟ ସବୁ ସ୍ୱାର୍ଥପର ତେଣୁ ଏହି ଭଳି ପୁଣ୍ୟ କାର୍ଯ୍ୟରେ ଯୁବ ପିଡି ମାନେ ଆଗୋକୁ ଆସି ରକ୍ତ ଦାନ ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଯୋଗ ଦେଲେ, ଓ ପରମାତ୍ମା ଙ୍କ ଠାରେ ସମ୍ପୂର୍ଣ୍ଣ ସମର୍ପଣ ଭାବ ରଖି କଲେ ଠିକ୍ ମାର୍ଗରେ ଗୋଲେ ଏବଂ ମନ ଚିତ୍ତ ରେ କେବଳ ଭଗଵାନ ଛବି ହିଁ ରହିଲେ ନିଶ୍ଚୟ ଭଗଵତ ପ୍ରାପ୍ତି ହୋଇ ପାରିବ ବୋଲି ସ୍ୱାମୀଜୀ କୋହିଥିଲେ।

Also Read

Tags