ନିଟ୍ ୟୁଜି ପୁନଃପରୀକ୍ଷାକୁ ସୁବ୍ୟବସ୍ଥିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ -ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ l ସବୁ ଜିଲ୍ଲାପାଳଙ୍କ ସହ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନେଇ ଆଲୋଚନା l ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ l ଦାୟିତ୍ୱ ସଠିକ୍ ନିର୍ବାହ ପାଇଁ ନିର୍ଦ୍ଦେଶ, କୌଣସି ତ୍ରୁଟିକୁ ବରଦାସ୍ତ କରାଯିବନି l-ଯୋଗ ଦିବସ କାର୍ଯ୍ୟକ୍ରମ ସକାଳ ୮ଟା ସୁଦ୍ଧା ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ l
ନିଟ୍ ପୁନଃପରୀକ୍ଷା; ମୁଖ୍ୟ ସଚିବଙ୍କ ସମୀକ୍ଷା





