ଏକ ସପ୍ତାହ ବ୍ୟାପୀ ବନମହୋତ୍ସବ ପାଳନର ଚତୁର୍ଥ ଦିନ

Pradeep Kar

ବ୍ରହ୍ମପୁର, ଆଜି ତା ୪.୭.୨୦୨୬ରିଖ ସକାଳ ୯ ଘଣ୍ଟା ସମୟରେ ଆଙ୍କୁଲି ଶ୍ରୀହରି ନଗର ସୋସାଇଟୀ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମରେ ଶ୍ରୀହରୀ ନଗର ସୋଷାଇଟି ର ପ୍ରତିଷ୍ଠାତା ତଥା ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ମହାରଣା ଙ୍କ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଆଡଭୋକେଟ ଅନୀଲ କୁମାର ସାହୁ, ମୁକୁନ୍ଦ ଗୌଡ଼, ସୋସାଇଟି ର ସମ୍ପାଦକ ଶ୍ରୀ ପ୍ରଭାକର ନାହାକ , ନିରଞ୍ଜନ ସ୍ୱାଇଁ, ସୁଶାନ୍ତ ଜେନା ମୋନରଞ୍ଜନ ନାୟକ ସାଇବ ମହାରଣା, ସୋମନାଥ ବେହେରା, ସୀମାଞ୍ଚଳ ବେହେରା, ପଙ୍କଜ ସାବତ, ସତ୍ୟଜିତ ମହାରଣା, ମୋନାଜ ରାଉଳ, କୈଳାସ ପଟ୍ଟନାୟକ, ଜନାର୍ଦ୍ଦନ ପାତ୍ର, D ବଳରାମ ପାତ୍ର, ରାମ ପ୍ରସାଦ ରାଓ J ରାମାରାଓ ଏବଂ କର୍ପୋରେଟର ଭାଗିରଥୀ ମହାରଣା , ଏଥିସହିତ ସୋଷାଇଟିର ମହିଳା ଗ୍ରୁପର ସଭାପତି ଅନୀମା ମିଶ୍ର ରିନା ନାୟକ, ସୁପ୍ରଭା ସାମଲ , ସୋନି ବାଡତ୍ୟା, ଗାୟତ୍ରୀ ଜେନା ଙ୍କ ସହ ବହୁ ମହିଳା ଯୋଗଦାନ କରିଥିଲେ l

Also Read

Tags