ବ୍ରହ୍ମପୁର, ୪/୭ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପତାଣ୍ଡ,ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଦ୍ୟାଳୟ ରେ ବନ ମହୋତ୍ସଵ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ମହାପାତ୍ର ତତ୍ୱାବଧାନ ରେ ସମ୍ପାଦନ କରାଯାଇଛି l ଜୁନିଅର ରେଡ କ୍ରସ ର ପରିଚାଳିକା ପୁଷ୍ପଞ୍ଜଳି ମହାପାତ୍ର କାର୍ଯ୍ୟକ୍ରମକୁ ପୁର୍ଣ ସହଯୋଗ ସହ ଗଛ ଲଗାଇବା କାର୍ଯ୍ୟକ୍ରମ ଦାୟିତ୍ୱ ସମ୍ପନ୍ନ କରିଥିଲେ l କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ବ୍ଲକ ବନବିଭାଗ ତରଫରୁ ପ୍ରଦୀପ କୁମାର ସ୍ବାଇଁ, ଜଗନ୍ନାଥ ବାଡ଼ତ୍ୟା,ଲକ୍ଷ୍ମୀ ଦଳେଇ,ଉପେନ୍ଦ୍ର ରେଡଡି, ସରପଞ୍ଚ ବିପ୍ର ସେଠି,ନାଏବ ସରପଞ୍ଚ ରାମହରି ଦୋରା ବିଦ୍ୟାଳୟ କମିଟି ସଭାପତି ନାରାୟଣ ଦୋରା ,ୱାର୍ଡ ମେମ୍ବର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ଯଥା ମଞ୍ଜୁଶ୍ରୀ ବେହେରା, ସନାତନ ପଟ୍ଟନାୟକ, କାଁହୁ ଚରଣ ପ୍ରଧାନ, ଶିବ ସେଠି, ଶବନା ଦାସ, ଶଙ୍କର ପ୍ରସାଦ ବେହେରା, ରତ୍ନବାଳା ଦୋରା, ପଦ୍ମା ରାଣୀ ପ୍ରଧାନ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
ପତାଣ୍ଡ ବିଦ୍ୟାଳୟରେ ଵୃକ୍ଷ ରୋପଣ





