୮ ମେମୁ ଟ୍ରେନ୍‌ ବାତିଲ

Pradeep Kar

-ଆସନ୍ତାକାଲି ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ର ୮ଟି ମେମୁ ଟ୍ରେନ୍‌ ବାତିଲ-ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ବାତିଲ-ଖୋର୍ଦ୍ଧା ରୋଡ୍-ପୁରୀ ଓ କଟକ-ପୁରୀ ମେମୁ ଟ୍ରେନ୍‌ ଉଭୟ ପଟୁ ବାତିଲ-ଭଦ୍ରକ-କଟକ ଓ କଟକ-ପାରାଦୀପ ମେମୁ ଟ୍ରେନ୍‌ ଉଭୟ ପଟୁ ବାତିଲ-ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) ଅନୁଧ୍ୟାନ ପାଇଁ ପରାମର୍ଶ l

Also Read

Tags