ରାଜ୍ୟରେ ଜମି କିଣା ବିକା ହେବ ସମ୍ପୂର୍ଣ୍ଣ କ୍ୟାସ ଲେସ୍-ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ-‘ଗୋଟିଏ ପଇସା ବି କ୍ୟାସ୍ରେ ଟ୍ରାଞ୍ଜାକ୍ସନ ହେବ ନାହିଁ’-‘ପୂର୍ବରୁ ୧୫ ହଜାର ଯାଏଁ କ୍ୟାସ୍ କାରବାର ହେଉଥିଲା’-‘ଜମି ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ଏଭଳି ନିଷ୍ପତ୍ତି’-‘ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବନି’-‘ରେଜିଷ୍ଟ୍ରେସନ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇବେ’-‘ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଖୁଵ ଶୀଘ୍ର SOP ଜାରି ହବ’
ଜମି କିଣା ବିକା ହେବ କ୍ୟାସ ଲେସ୍: ମନ୍ତ୍ରୀ





