ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା I ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ପାଇଁ କୃତଜ୍ଞ କହିଲେ ଧର୍ମେନ୍ଦ୍ର I ସଠିକ୍ ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି I ଇସ୍ତଫା ପତ୍ରରେ ଲେଖିଲେ ଶିକ୍ଷା ସଂସ୍କାର ପାଇଁ ତାଙ୍କ ସମର୍ପଣ ଭାବ୪ ଦଶକରୁ ଅଧିକ ସମୟ ଧରି ଶିକ୍ଷା ସଂସ୍କାର ପାଇଁ ସମର୍ପିତ ଥିଲେ ସମାବେଶୀ ଓ ଦୂରଦର୍ଶୀ ଶିକ୍ଷା ବ୍ୟବସ୍ଥା ସଶକ୍ତ ରାଷ୍ଟ୍ରର ଆଧାରଶିଳା ଦେଶର ଯୁବବର୍ଗଙ୍କ ଆକାଂକ୍ଷା ଓ ଭାବନାକୁ ଗଭୀର ସମ୍ମାନ ଜଣାଉଛି ମୁଁ ନିଜ ଦାୟିତ୍ଵରୁ କେବେ ହଟିଯିବିନାହିଁ: ଧର୍ମେନ୍ଦ୍ର ପ୍ରଧାନ ଯୁବକଯୁବତୀଙ୍କ ଆଶା, ଆକାଂକ୍ଷାକୁ ସମ୍ମାନ ଜଣାଉଛି I କୁଚକ୍ରିଙ୍କ ଫାଶରେ ଯୁବଶକ୍ତିଙ୍କୁ ଫସିବାକୁ ଦେବିନି: ଧର୍ମେନ୍ଦ୍ର ପ୍ରଜାତନ୍ତ୍ର ଶକ୍ତି ଉପରେ ମୋର ଅତୁଟ ବିଶ୍ବାସ ରହିଛି I ଦେଶ ବିରୋଧୀ ତତ୍ତ୍ବଙ୍କ ଉଦ୍ଦେଶ୍ୟ ପୂରଣ ହୋଇପାରିବନି I ଛାତ୍ରଛାତ୍ରୀ ସେମାନଙ୍କ ସମୟର ସଠିକ୍ ଉପଯୋଗ କରନ୍ତୁ I ପାଠପଢ଼ାରେ ମନୋନିବେଶ କରନ୍ତୁ, ଭଲ କ୍ୟାରିଅର ଗଢ଼ନ୍ତୁ I ରାଷ୍ଟ୍ରସେବା ଜୀବନର ସର୍ବୋଚ୍ଚ ପ୍ରାଥମିକତା I ପ୍ରଥମ ଦିନରୁ ମୁଁ ମୋ ଉତ୍ତରଦାୟିତ୍ଵ ନେଇଥିଲି I NEET-UG ପୁନଃପରୀକ୍ଷା ସଫଳତାର ସହ ଶେଷ ହେଲା I ଆଗାମୀ ବର୍ଷରୁ CBT ମୋଡ୍ରେ ପରୀକ୍ଷା ହେବ I
ମାର୍ଗଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା କହିଲେ ଧର୍ମେନ୍ଦ୍ର





