ଖୋଲିବ ୫୦୦ ଇଭି ଷ୍ଟେସନ I ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ପ୍ରତିକ୍ରିୟା

Pradeep Kar

ରାଜ୍ୟରେ ଖୋଲିବ ୫୦୦ ଇଭି ଷ୍ଟେସନ I ଏବେ ୧୦୦ ଚାର୍ଜିଙ୍ଗ ଷ୍ଟେସନ ହୋଇ ସାରିଛି’ I ‘ଇଭି ଅଂଶୀଦାରରେ କେନ୍ଦ୍ରଠୁ ଆଗରେ ଓଡ଼ିଶା’ I ‘ଦେଶରେ ୧୨% ଥିବା ବେଳେ ଓଡିଶା ଅଛି ୧୭ % ଅଂଶୀଦାର’ I ‘ଷ୍ଟେଟ, ନ୍ୟାସନାଲ ହାଇୱେ କଡ଼ରେ ଲାଗିବ ଷ୍ଟେସନ’ I ‘OSRTC ବସ ଷ୍ଟାଣ୍ଡରେ ବି ଲାଗିବ ଇଭି ଚାର୍ଜିଙ୍ଗ ଷ୍ଟେସନ I PMଇ ଡ୍ରାଇଭରେ ୪୦ କୋଟି ରାଜ୍ୟକୁ ମିଳିଛି I

Also Read

Tags