ଖୋଲିବ ୫୦୦ ଇଭି ଷ୍ଟେସନ I ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ପ୍ରତିକ୍ରିୟା

Pradeep Kar

ରାଜ୍ୟରେ ଖୋଲିବ ୫୦୦ ଇଭି ଷ୍ଟେସନ I ଏବେ ୧୦୦ ଚାର୍ଜିଙ୍ଗ ଷ୍ଟେସନ ହୋଇ ସାରିଛି I ଇଭି ଅଂଶୀଦାରରେ କେନ୍ଦ୍ରଠୁ ଆଗରେ ଓଡ଼ିଶା I ଦେଶରେ ୧୨% ଥିବା ବେଳେ ଓଡିଶା ଅଛି ୧୭ % ଅଂଶୀଦାର I ଷ୍ଟେଟ ନ୍ୟାସନାଲ ହାଇୱେ କଡ଼ରେ ଲାଗିବ ଷ୍ଟେସନ OSRTC ବସ ଷ୍ଟାଣ୍ଡରେ ବି ଲାଗିବ ଇଭି ଚାର୍ଜିଙ୍ଗ ଷ୍ଟେସନ I PMଇ ଡ୍ରାଇଭରେ ୪୦ କୋଟି ରାଜ୍ୟକୁ ମିଳିଛି I

Also Read

Tags