ଗଂଜାମ, ପୋଲସରା ପୋଲିସ ପ୍ରଶାସନର ସୋଡକ ଗାଁ ପ୍ରତାପ ଭଂଜ ସାମନ୍ତରାଙ୍କ ଘରେ ଅଚାନକ ଚଢାଉ । ଦୁଇଟି ଦେଶି ବନ୍ଧୁକ ସହ ଗୋଟିଏ ଭଙ୍ଗା ବନ୍ଧୁକ , ଗୋଟିଏ ଏୟାର ପିସ୍ତଲ ସହ ବହୁ ମାରଣାସ୍ତ୍ର ଜବତ । ଦେଶି ବନ୍ଧୁକ ତିଅ।ରି କରି ବିକ୍ରି କରୁଥିଲା ଗିରଫ ବ୍ୟକ୍ତି ଜଣକ । ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ।
ପୋଲସରା ପୋଲିସ ପ୍ରଶାସନର ବଡ଼ ସଫାଲତା





