ପଟ୍ଟାମୁଣ୍ଡାଇ: ଜଳବନ୍ଦୀ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ I ୪ ଦିନ ପରେ କୂଳସାହି ଆଶ୍ରମ ସ୍କୁଲର ୩୦୦ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର I ୩ଟି ୟୁନିଟ୍ରେ ୨୫ ଜଣିଆ ଓଡ୍ରାଫ୍ ଟିମ୍ ଦ୍ବାରା ୩୦୦ ଛାତ୍ରଛାତ୍ରୀ ଉଦ୍ଧାର I ଉଦ୍ଧାର ପରେ ନିକଟ ପାଟଣାଦେଈ ଆଶ୍ରମ ସ୍କୁଲକୁ ସ୍ଥାନାନ୍ତର କଲା ପ୍ରଶାସନ I ବ୍ରାହ୍ମଣୀ ବନ୍ୟା ଜଳରେ ଫସି ରହିଥିଲେ ୩୦୦ ଛାତ୍ରଛାତ୍ରୀ
ଜଳବନ୍ଦୀ ୩୦୦ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଓଡ୍ରାଫ୍ ଟିମ୍





