ରାକ୍ଷୀ ପୂର୍ଣ୍ଣମୀରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା

Pradeep Kar

୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା I ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପାଇବେ ପ୍ରଥମ କିସ୍ତି I ଫିଲ୍ଡ ଯାଞ୍ଚ ପରେ ବକେୟା କିସ୍ତି ପାଇବେ I ଯୋଗ୍ୟ ହିତାଧିକାରୀ ପଞ୍ଚମ କିସ୍ତିର ମାସକ ପରେ ବଞ୍ଚିତ ହିତାଧିକାରୀ ପାଇବେ ଟଙ୍କା I ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା I

Also Read

Tags