ରାଜ୍ୟ ର ଖଣି ଆଇନ ସଂଶୋଧନ – ୨୦୨୬ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନର ଆହ୍ଵାନ ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲା (ପୂର୍ବ) କାର୍ଯାଳୟ ଠାରୁ ଗିରି ରୋଡ ପର୍ଯନ୍ତ ମସାଲ ଶୋଭା ଯାତ୍ରା ଅନୁଷ୍ଠିତ ହେଇଥିଲା ଏବଂ ୨୦ ଜଣ ବିଜେପି ସାଂସଦ ଙ୍କ କୁଶ ପୁତୁଳିକା ଦାହ ହେଇଥିଲା ଏଥିଲେ ଗଞ୍ଜାମ ଜିଲ୍ଲା (ପୂର୍ଵ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ରାଘବ ପରିଡା, ପିସିସି ସମ୍ପାଦକ ଗଞ୍ଜାମ(ପୂର୍ବ) ପ୍ରଭାରି ତୁଳେଶ୍ୱର ନାୟକ ସୋସିଆଲ ମେଡ଼ିଆ ଅଧ୍ୟୟ ସିଦ୍ଧାନ୍ତ କୁମାର ସାହୁ,ସୁଜିତ ରାଉତ, ଅସିତ ଦଳାଇ, ନରେଶ ଘୋଡେଇ, ବିଷ୍ନୁପ୍ରିୟା ନାୟକ, ଏବଂ ବହୁ ମାତ୍ରା ରେ ଯୁବ ଛାତ୍ର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ I
ଖଣି ଆଇନ ସଂଶୋଧନ – ୨୦୨୬ ପ୍ରତ୍ୟାହାର କରିବା ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ





