ସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ

Pradeep Kar

ଚଳିତ ବର୍ଷ ସାର ଯୋଗାଣ ସୁରୁଖୁରୁରେ ଚାଲିଛି କହିଲେ ସମବାୟ ମନ୍ତ୍ରୀ I ‘ସମବାୟ ବିଭାଗ ପକ୍ଷରୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ଦିଆଯାଇଛି’ I ‘କୃଷି ବିଭାଗ ପକ୍ଷରୁ ଆଉ ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇଦିଆଯିବ’ I ‘ଏବେ ୬୦% ସାର ସମବାୟ ବିଭାଗକୁ କୃଷି ବିଭାଗ ତରଫରୁ ଦିଆଯାଉଛି’ I ‘ସାର କଳାବଜାରୀ କରୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ’ I ‘ବର୍ଷା ପାଇଁ ଚାଷୀ ପଞ୍ଜୀକରଣ ସର୍ଭର ଟିକେ ଡାଉନ୍ ରହୁଛି I ଚାଷୀଙ୍କ ସୁବିଧା ପାଇଁ ସବୁ ହେଉଛି, ଆବଶ୍ୟକ ହେଲେ ତାରିଖ ବୃଦ୍ଧି କରାଯିବ I

Also Read

Tags