(IOSR) ଓଡ଼ିଶା ପକ୍ଷରୁ ଅଷ୍ଟମ ଜାତୀୟ ଭାଷା ସମ୍ମିଳନୀର ପ୍ରାକ୍-ଆଲୋଚନା ସଭା

Pradeep Kar

ଭବାନୀପାଟଣା, କଳାହାଣ୍ଡି ଠାରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଭାରତୀୟ ଭାଷାଗୁଡ଼ିକର ସୁରକ୍ଷା, ସମ୍ବଦ୍ଧନ, ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓଡି଼ଆ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚ (IOSR) ପକ୍ଷରୁ ଆସନ୍ତା ନଭେମ୍ବର ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ଠାରେ ଅଷ୍ଟମ ଜାତୀୟ ଭାଷା ସମ୍ମିଳନୀ ଆୟୋଜନ କରାଯାଉଛି I ଏହି ସମ୍ମିଳନୀରେ ଦେଶବିଦେଶରୁ ପ୍ରାୟ ୫୦୦୦ ପ୍ରତିନିଧି ଯୋଗ ଦେବେ । ଏହି ଜାତୀୟ ସମ୍ମିଳନୀର ସଫଳ ଆୟୋଜନ ଓ ବ୍ୟାପକ ଜନସମ୍ପୃକ୍ତି ନିମନ୍ତେ କଳାହାଣ୍ଡି ଜିଲ୍ଲା ରେ ଆଜି ଏକ ପ୍ରାକ୍-ଆଲୋଚନା ସଭା ଭବାନୀପାଟଣାସ୍ଥିତ ଅମଲା ଭବନ ଠାରେ ଆୟୋଜନ କରାଯାଇଥିଲା I ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏହାର ପ୍ରସାର କ୍ଷେତ୍ରରେ ଜିଲ୍ଲା ପ୍ରଶାସନର ଭୂମିକା ଅତ୍ୟନ୍ତ ମହତ୍ଵପୂର୍ଣ୍ଣା I ତେଣୁ ଏହି ପ୍ରାକ୍-ଆଲୋଚନା ସଭାରେ ସମସ୍ତଙ୍କ ଗରିମାମୟ ଉପସ୍ଥିତି ଓ ମାର୍ଗଦର୍ଶନ ହୋଇଥିଲା ଉକ୍ତପ୍ରାକ୍-ଆଲୋଚନା ସଭାର ଅତିଥି ଗୁଣି ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ ସଭାକୁ ଗୌରବାନ୍ବିତ କରିବା ସହିତ ଅଷ୍ଟମ ଜାତୀୟ ଭାଷା ସମ୍ମିଳନୀର ସଫଳ ଆୟୋଜନ ହୋଇଥିଲା ମୂଲ୍ୟବାନ ମତ ମତାମତ, ପରାମର୍ଶ ଓ ମାର୍ଗଦର୍ଶନ ପ୍ରଦାନ କରା ଯାଇଥିଲାସମସ୍ତଙ୍କ ଗରିମାମୟ ଉପସ୍ଥିତି ଓ ସହ‌ଯୋଗ ରେ ଏହି ଜାତୀୟ ସମ୍ମିଳନୀକୁ ଅଧିକ ସଫଳ ଓ ସାର୍ଥକ ହୋଇଥିଲା ବୋଲି ମତ ପ୍ରକାଶ କରିଥିଲେ ଏହି ସଭା ରେ ଡ଼. ସୁବ୍ରତ କୁମାର ପ୍ରୁଷ୍ଟି, ସଦସ୍ୟ ସଚିବଓଡିଆ ଅଧ୍ୟୟନ ଓ ଗବେଷ ଷଣା ସଂସ୍ଥା, ଭୁବନେଶ୍ବର, ଓଡ଼ିଶା (IOSR)ଭୁବନେଶ୍ବର, ଓଡ଼ିଶା, ଭାରତ ଭୂଷଣ ଠାକୁର ମୁଖ୍ୟ ଅତିଥି ବରିଷ୍ଠ ପତ୍ରକାର ଓ ସମାଜସେବୀ, ଶାନ୍ତନୁ ବେହେରା, ବରିଷ୍ଠ ସମ୍ବାଦିକ,ନିରଦବରା ଖୁଣ୍ଟିଆ ଓଡ଼ିଆ ଅଧୟନ ଓ ଗବେଷଣା ସଂସ୍ଥା, ପରମେଶ୍ୱର ମୁଣ୍ଡ ଅଧ୍ୟାପକ ଜେ,ପି ସାନ୍ଧ୍ୟ ମହାବିଦ୍ୟାଳୟ, ବିଜୟ ପ୍ରଧାନଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସରୋଜ ବାଗ, ସଦସ୍ୟ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ବିଭିନ୍ନ କର୍ମ କର୍ତ୍ତା, ଛାତ୍ର ଛାତ୍ରୀ, ଗୁଣି ବୃନ୍ଦ, ଉପସ୍ଥିତ ଥିଲେ I

Also Read

Tags