ସେମିକନ୍‌ ଇଣ୍ଡିଆରୁ ଫେରିଲେ ମୁଖ୍ୟମନ୍ତ୍ରୀ

Pradeep Kar

ସେମିକନ୍‌ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଫେରିଲେ ମୁଖ୍ୟମନ୍ତ୍ରୀ I ୨୩ ହଜାର ୬ ଶହ କୋଟିର ପୁଞ୍ଜିନିବେଶ I ୬୧ ଶହ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ I ନରାଜ ନିକଟରେ ୮୭୦ ଏକର ଜମିରେ ନିର୍ମାଣ ହେବ ପ୍ରକଳ୍ପ I ‘ଓଡ଼ିଶା ସିଲକନ ଭ୍ୟାଲି’ ପ୍ରକଳ୍ପ ପାଇଁ କ୍ବାଡକ୍ବାଣ୍ଟମ୍‌ ସହ ଚୁକ୍ତି ସ୍ବାକ୍ଷର I ଓଡ଼ିଶାକୁ ପୂର୍ବ ଭାରତର ସେମି କଣ୍ଡକ୍ଟର ହବ୍‌ କରିବା ଲକ୍ଷ୍ୟ I ମୁଖ୍ୟମନ୍ତ୍ରୀ-ମାଇନ୍‌ ଅର୍ଥନୀତିରୁ ଓଡ଼ିଶା ମାଇଣ୍ଡ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି I ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ନିଯୁକ୍ତି ପାଇବେ I ୧୮ଟି କମ୍ପାନୀ ସହ ଆଲୋଚନା ହୋଇଛି, ୩ କମ୍ପାନୀ ସହ LOI ହୋଇଛି I

Also Read

Tags